ବିମାନ ବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ

ଚେନ୍ନାଇ: ବିମାନ ଅବତରଣ ପରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ। ଚେନ୍ନାଇ ବିମାନବନ୍ଦରରେ ଏଭଳି ଅଜବ ଘଟଣା ଘଟିଛି। ଥାଇଲାଣ୍ଡରୁ ଚେନ୍ନାଇରେ ଆସି ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ବ୍ୟଗରୁ ଏସବୁ ଜିନିଷ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ ଗୋଟିଏ ମାଙ୍କଡ଼, ୧୫ଟି ସାପ, ୫ଟି ଅଜଗର ସାପ ଓ ୨ଟି କଇଁଛ ଥିଲା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଗଷ୍ଟ … Continue reading ବିମାନ ବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ଗୋଟିଏ ମାଙ୍କଡ଼, ୧୫ଟି ସାପ ଓ ୨ଟି କଇଁଛ